spot_img

ଗୃହ ପୁଣି ୪ଟା ଯାଏଁ ମୁଲତବି

ଗୃହ ପୁଣି ୪ଟା ଯାଏଁ ମୁଲତବି । ବିଧାନସଭାର ଅନ୍ତମ ଦିନରେ ଅଚଳାବସ୍ଥା ଜାରି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ରେ ପୁଣି ମୁଲତବି । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀ ସମାନ ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କଲେ । ବିଜେପି ଖଣି ଦୁର୍ନୀତି ଓ କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତୁ୍ୟ ପ୍ରସଙ୍ଗ ଉଠାଇ ଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସର ପ୍ରତିବାଦ କଲେ ବିଜେପି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular