spot_img

ପୁଣି ୫ ଛାତ୍ରୀ ପଜିଟିଭ

ପୁଣି ୫ ଛାତ୍ରୀ ପଜିଟିଭ । କାମାକ୍ଷାନଗରରେ ପୁଣି ୫ ଛାତ୍ରୀ କରୋନା ପଜିଟିଭ ହୋଇଛନ୍ତି । ୫ ଛାତ୍ରୀଙ୍କ ସହ ଜଣେ ଶିକ୍ଷୟିତ୍ରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସ୍କୁଲ ବନ୍ଦ କରିଦେଲେ ପ୍ରଧାନଶିକ୍ଷକ । କାମାକ୍ଷାନଗର ବ୍ଲକ ସିଦେ୍ଧଶ୍ୱରୀ ହାଇସ୍କୁଲରେ ୫ ଛାତ୍ରୀ କରୋନା ପଜିଟିଭ ହୋଇଛନ୍ତି । ସମସ୍ତ ଛାତ୍ରୀ ଓ ଶିକ୍ଷୟିତ୍ରୀ ସୁସ୍ଥ ଥିବା ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular