spot_img

ଚିନ୍ତା ବଢାଇଲା ପିଲାଙ୍କ ପାଇଁ MI ସିଣ୍ଡ୍ରୋମ !

ଚିନ୍ତା ବଢାଇଲା ପିଲାଙ୍କ ପାଇଁ MI ସିଣ୍ଡ୍ରୋମ । କୋଭିଡ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ MI ସିଣ୍ଡ୍ରୋମ ବଢୁଛି । ୨ୟ ଲହରୀରେ ବହୁତ ପିଲା MI ସିଣ୍ଡ୍ରୋମରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା ,ଝାଡା ବାନ୍ତି ଭଳି ଲକ୍ଷଣ ଦେଖାଯାଉଛି । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମରର୍ଶ ନେବା ଆବଶ୍ୟକ । ଡାକ୍ତରଙ୍କ ପରାମରର୍ଶ ରେ ହସ୍ପିଟାଲରେ ଭର୍ତ୍ତି  ହେଲେ ମୄର୍ତ୍ୟୁହାର କମିବ । ଏବେ ଏହାର ଚିକତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି । ଖୁବ୍ ଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକତ୍ସା ସୁବିଧା ମିଳିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular