ଚିନ୍ତା ବଢାଇଲା ପିଲାଙ୍କ ପାଇଁ MI ସିଣ୍ଡ୍ରୋମ । କୋଭିଡ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ MI ସିଣ୍ଡ୍ରୋମ ବଢୁଛି । ୨ୟ ଲହରୀରେ ବହୁତ ପିଲା MI ସିଣ୍ଡ୍ରୋମରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା ,ଝାଡା ବାନ୍ତି ଭଳି ଲକ୍ଷଣ ଦେଖାଯାଉଛି । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମରର୍ଶ ନେବା ଆବଶ୍ୟକ । ଡାକ୍ତରଙ୍କ ପରାମରର୍ଶ ରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୄର୍ତ୍ୟୁହାର କମିବ । ଏବେ ଏହାର ଚିକତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି । ଖୁବ୍ ଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକତ୍ସା ସୁବିଧା ମିଳିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0