spot_img

ମୂର୍ତ୍ତି ଉଚ୍ଚତାକୁ ନେଇ ତେଜିଲା କଟକ

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କଟକରେ ବଢି ଚାଲିଛି ପ୍ରତିବାଦ ।କଟକ ନଗର କଂଗ୍ରେସ ଓ କଟକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରିଛନ୍ତି । ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମୌନ ପ୍ରତିବାଦ କରିଛନ୍ତ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ମୌନ ପ୍ରତିବାଦ ରେ ସାମିଲ ଅଛନ୍ତି । ମାଛୁଆ ବଜାରରେ ସାମାଜିକ ସଂଗଠନ ପକ୍ଷରୁ ଅନଶନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular