ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି । ୨ ଦିନ ପୂର୍ବରୁ ଏକ ଶିଶୁ ହାତ ଧରିଥିବାର ଫଟୋ ହାର୍ଦ୍ଦିକ ସୋଶିଆଲ ମିଡ଼ିଆରେ ସେୟାର କରିଥିଲେ । କିନ୍ତୁ ଆଜି ସେ ନିଜ ପୁଅକୁ କୋଳରେ ଧରିବାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାର୍ଦ୍ଦିକଙ୍କ ମୁହଁରେ ବାପା ହେବାର ଖୁସି ଝଲସି ଉଠୁଥିଲା ।

ଫଟୋ ସେୟାର କରବା ସହ ହାର୍ଦ୍ଦିକ ଏହା ମଧ୍ୟ ଲେଖିଛନ୍ତି ଏହି ସବୁ ଭଗବାନଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି । ଏହି ପୋଷ୍ଟରେ ହାର୍ଦ୍ଦିକ ନତାଶାଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ସୋଶିଆଲ ମିଡ଼ିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ସେଲିବ୍ରିଟିମାନଙ୍କଠାରୁ ନେଇ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0