ମୁମ୍ବାଇ-କରୋନା ଲକଡାଉନରେ ସେଲିବ୍ରେଟିମାନେ କଣ କରୁଛନ୍ତି । ଏହା ଜାଣିବା ପାଇଁ ଫ୍ୟାନ୍ସଠୁ ଆରମ୍ଭ କରି ସମସ୍ତଙ୍କ ମନରେ ଆଗ୍ରହ ରହିଛି । ଏବେ ଫିଲ୍ଲର ଶୁଟିଂ ବନ୍ଦ ଥିଲେ ବି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେଲିବ୍ରେିଟ ଯୋଡି ହୋଇ ରହୁଛନ୍ତି ।
ଏହି ନିକଟରେ ଦେଖିବାକୁ ମିଳିଛି ବଲିଉଡର ଡିମ୍ଫଲ୍ ଗାର୍ଲ ପ୍ରୀତି ଜିଣ୍ଟାଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ତାଙ୍କ ଘରେ ଅର୍ଗାନିକ ଫାର୍ମିରେ ହୋଇଥିବା ଟମାଟୋ ଓ କ୍ୟାପିସକମ୍ ସେ ତୋଳୁଥିବା ଦେଖିବାକୁ ମିଳିଛି ।
ଭିଡିଓ ସେୟାର କରିବା ସହ ପ୍ରିତି ଲେଖିଛନ୍ତି ମୁଁ ବହୁତ ଖୁସି ସହ ଗର୍ବ ଅନୁଭବ କରୁଛି । ଏଥିପାଇଁ ସିଏ ତାଙ୍କ ମା ଙ୍କୁ ଧନ୍ୟବାଦ ଦେବା ସହ ମା ଙ୍କର ପୁଥିବୀ ବୋଲି କହିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0