ଦିନ ରାତି ବ୍ଲାଷ୍ଟିଙ୍ଗ କରି ପଥର ଖଣି ଲୁଟୁଛନ୍ତି ମାଫିଆ କ୍ଷ ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ନୟାଗଡ଼ ଜିଲ୍ଲା ପ୍ରଶାସନ କ୍ଷ କାର୍ୟ୍ୟାନୁଷ୍ଠାନ ନେବାକୁ, ସତେ ଯେମିତି ଜିଲ୍ଲା ପ୍ରଶାସନ ପାଖେ ଜୁ ନାହିଁ କ୍ଷ ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଅଧିନ ବାଘୁଆପଲ୍ଲୀ ଏବଂ ନିମାଣି ଗାଁ ନିକଟରେ ଥିବା କାସିଆ ପାହାଡ଼ ଏବେ ଧ୍ୱଂସାବିମୁଖୀ କ୍ଷ ଲୋକେ ଏହାର ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ କ୍ଷ ଖଣି ମାଫିଆ ସରପଞ୍ଚ ମାନଙ୍କୁ ଵି ହତ୍ୟା ଧମକ ଦେବାକୁ ପଛାଉନାହାଁନ୍ତି କ୍ଷ ସବୁଜ ବନାନୀ ପାହାଡ଼ ଆଜି ଛାରଖାର ହେଲାଣି କ୍ଷ ଜଙ୍ଗଲ ଜମିକୁ ଲୁଟି ପଦା କଲେଣି ମାଫିଆ କ୍ଷ ଫଳରେ ଏପଟେ ଚାଷ ଜମି ନଷ୍ଟ ହେବା ସହ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର କ୍ଷ ଗାଁ ରାସ୍ତାକୁ ଛାରଖାର କଲାଣି ଶହ ଶହ ଓଭର ଲୋଡ଼ ହାଇୱା କ୍ଷ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିବା ସତ୍ୱେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ସରପଞ୍ଚମାନେ କ୍ଷ ତେବେ ଖଣି ବନ୍ଦ କରାଯିବା ସହ କ୍ଷତିପୂରଣ ଆଦାୟ କରାଯିବ ବୋଲି ନୟାଗଡ଼ ଡିଏଫଓ କହିଛନ୍ତି କ୍ଷ ଇୟଜ୍ଞ ବିଧାନଚନ୍ଦ୍ର ରାୟ କିଛି ଜାଣିନଥିବା କହିଥିବା ବେଳେ, ତଦନ୍ତ ନିର୍ଦେଶ ଦିଆଯାଇଛି, ଏବଂ ରିପୋର୍ଟ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲାପାଳ କ୍ଷ ଖଣିକୁ ବନ୍ଦ କରିବା ସହ ପଥର ମାଫିଆଙ୍କ ଠାରୁ କ୍ଷତିପୂରଣ ଆଦାୟ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ସରପଞ୍ଚମାନେ, ନଚେତ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସେମାନେ କହିଛନ୍ତି



Visitors Today : 1
Total Visitors : 130303
Total Views : 9891806
Visitors Online Now : 0