spot_img

ଟାଙ୍ଗୀ ପୋଲିସର ଚଢାଉ

ଟାଙ୍ଗୀ ପୋଲିସର ଅତର୍କିତ ଚଢ଼ାଉ ୧୫୦ ପେଟି ଆସ୍କା ଫଟି  ଦେଶୀ ମଦ ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଗଇନଡା ଗ୍ରାମ ସାଇ ସେବା ସଦନ ହସ୍ପିଟାଲ ନିକଟରୁ ଦେଶୀ ମଦ ବୋଝେଇ ଅଟୋରିକ୍ସା ଜବତ କରିଛି ଟାଙ୍ଗୀ ପୋଲିସ । ସର୍ବମୋଟ ୩୭୫୦ ବଟଲ ଆସ୍କା ଫଟି ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଗାଡି ଛାଡି ଅଟୋରିକ୍ସା ଚାଳକ ଚମ୍ପଟ ମାରିଛି । ଏତେ ପରିମାଣର ଏହି ମଦ କେଉଁଠୁ ଆସିଲା , କି\’ଏ ଏହାର ମାଲିକ , କେଉଁ ସ୍ଥାନକୁ ଏହି ମଦ ଯାଉଥିଲା , ତାହାର ଖୋଳତାଡ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular