ଦୁଇଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳ ବନ୍ଦୀ ହୋଇ ବେହାଲ ପୁରୀ ସଦର ଅଞ୍ଚଳର ୨୦ରୁ ଉର୍ଦ୍ଧ ଗାଁ। ଘରୁ ବାହାରିଲେ ଖାଲି ପାଣି ଆଉ ପାଣି। ଜଳ ନିଷ୍କାସନର ବାଟ ନଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି।ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଗାଁ ଗଣ୍ଡା ଏବେ ଜଳାର୍ଣ୍ଣବ। ମାଟି ଘର ସବୁ ଭାଙ୍ଗିବାକୁ ବସିଥିବା ବେଳେ ଦୁଇଦିନ ହେବ ଚୁଲି ଜଳିନୀ ଲୋକଙ୍କର….ଏହି ସମାସ୍ୟା ଆଜିର ନୁହେଁ…ଦୀର୍ଘ ବର୍ଷଧରି ବର୍ଷାଦିନେ ଏପରି ସମାସ୍ୟା ଏହିସବୁ ଅଞ୍ଚଳରେ ଦେଖୀବାକୁ ମିଳୁଛି ଓ ବାରମ୍ବାର ଏହାର ସ୍ଥାୟୀ ସମାସ୍ୟା ନେଇ ଅଞ୍ଚଳ ବାସୀ ଦାବି କରିଆସୁଥିଲେହେଁ ଶୁଣିବାକୁ କେହି ନାହିଁ ବୋଲି ସେମାନେ କହିଛନ୍ତି ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0