ନୟାଗଡ ଜ଼ିଲ୍ଲା ଗଣିଆ ବଜ଼ାର ଉପରେ ଥିବା ସାପ୍ତାହିକ ହାଟ ଟି ରହିଅଛି । ଏହି ହାଟ ଉପରେ ଆଠ ଗୋଟି ପଂଚାୟତ ର ଜନସାଧାରଣ ଲୋକ ମାନେ ନିର୍ଭର କରନ୍ତି । ଗ୍ରାଉଣ୍ଡ ଚିତ୍ର ରୁ ଜଣା ଗଲାଯେ ହାଟ ଭିତରେ କୁଡ଼ କୁଡ଼ ଆବର୍ଜନା ପଡି ରହି ଥିବାରୁ ପଚି ସଡ଼ି ରହି ଥିବାରୁ ଦୁର୍ଗନ୍ଧ ହେବାରୁ ଲୋକ ମାନେ ଯିବା ଆସିବ କରି ପାରୁନାହାନ୍ତି । ହାଟ କୁ ଆସୁଥିବା ଲୋକ ମାନେ ମୁହଁରେ ଲୁଗା ଦେଇ ପନିପରିବା କିଣି ପାରୁନାହାନ୍ତି । ହାଟ ଭିତରେ ଯେଉ ଆବର୍ଜନା ପଡି ଥିବାରୁ ଡେଙ୍ଗୁ ବ୍ୟାପି ବାର ଆଶଙ୍କ କରାଯାଉଛି, ହାଟ ଭିତରୁ ଆବର୍ଜନା କେବେ ସଫା କରାଯିବ ଜନସାଧାରଣ ମାନେ ପ୍ରଶାସନ କୁ ଦାବୀ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0