ଜଳେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଧଳାଜହରର କିନପିନ କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଜଳେସ୍ବେର ବ୍ଲକ ରାଜପୁର ଗ୍ରାମର ଏସ କେ ମୁମତାଜ ଦୀର୍ଘ ଦିନ ଧରି ପୋଲିସ ହାତରୁ ଚମ୍ପଟ ମାରୁ ଥିଲା।ଉକ୍ତ ଯୁବକ ନାମରେ ୫ ଅଧିକ ଧଳା ଜହର ବିକ୍ରୀ କରୁଥିବା ମାମଲା ଏସଟିଏଫ , ପୋଲିସ,କମିଶସିନେଟ ପୋଲିସ ପାଖରେ ଥିଲା।ବିଶେଷ ସୂତ୍ରରୁ ଖବର ପାଇ ଜଳେସ୍ବେର ପୋଲିସ ଏସଡିପିଓ ଅଙ୍କିତା କୁମ୍ଭାର ୨୦ ଜଣିଆ ପୋଲିସ ସହିତ ରାଜପୁର ଗ୍ରାମରୁ ଚଢ଼ାଉ କରି ଏସ କେ ମୁମତାଜ କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0