spot_img

ସୁନିଆ ଦ୍ଵାଦଶୀରେ ମା’ ଦୁର୍ଗା ମାଟି ଉଠାଣ, ବେଦ ଓ ମନ୍ତ୍ରରେ କମ୍ପିଲା ପରିବେଶ

 

ଚଣ୍ଡିଖୋଲ ୧୮/୦୯: ଯାଜପୁର ବଡ଼ଚଣା ବ୍ଲକ ଚଣ୍ଡିଖୋଲ ପୂଜା କମିଟି ପକ୍ଷରୁ ମାଆ ଦୁର୍ଗା ମାଟି ଉଠାଣ ହୋଇଛି । ପ୍ରବିତ୍ର ସୁନିଆ ଦ୍ଵାଦଶୀ ଅବସରରେ କମିଟି ପକ୍ଷରୁ ସମସ୍ତ ସଭ୍ୟ ଉପସ୍ଥିତରେ ମାଟି ଉଠାଣ କରାଯାଇଥିଲା ଥିଲା।

ବାଜା, ସଂକୀର୍ତ୍ତନ କରାଯାଇ ଥିବାବେଳେ ପଣ୍ଡିତ ବେଦ ମନ୍ତ୍ର ସମସ୍ତକୁ ଆଧ୍ୟତ୍ମିକ ଭାବନା ବାନ୍ଧି ହୋଇଥିଲେ । ଏହି ପୂଜା ପ୍ରାୟ ୪୬ ବର୍ଷ ଧରି ଶୁଛାର ଭାବେ କାର୍ଯ୍ୟ କରିଥିଲା ବେଳେ ଆଗାମୀ ଦିନରେ କରେ।ନା କଟକଣା କୁ ଲକ୍ଷ୍ୟ ରଖି ଓ ଜିଲ୍ଲା ପ୍ରଶାସନ ନିଆମ ମ।ନି ପୂଜା କରାଯିବ ବୋଲି ସଭାପତି ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular