ଗତକାଲି ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ଧରାପଡିଥିଲେ ଅଲ୍ଲି ବାବର ପାତ୍ର । ଭାରତୀୟ ସେନାର ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିଲା । ସର୍ଚ୍ଚ ଅପରେସନରେ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ମଧ୍ୟ ଜବତ ହୋଇଥିଲା । ତେବେ ଆତଙ୍କବାଦୀ ଅଲ୍ଲି ବାବର ପାକର ସବୁ ପ୍ଲାନକୁ ବଖାଣିଛି । ସେ କହିଛି ପାକିସ୍ତାନ ସେନା ମୋତେ ଆତଙ୍କବାଦୀ ଟ୍ରେନିଂ ଦେଇଥିଲା । ଏହାସହ ମୋ ପରିବାର ପାଇଁ ଟଙ୍କା ବି ଦେଇଥିଲା । ସର୍ଜିକାଲ ଷ୍ଟ୍ରାଇକର ସମସ୍ତ ତଥ୍ୟାବଳୀ କ୍ୟାମେରା ଆଗରେ ବଖାଣିଛନ୍ତି |



Visitors Today : 6
Total Visitors : 130175
Total Views : 9891622
Visitors Online Now : 0