ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା। ପିପିଲିବାସୀ ପାଇଲେ ନୂଆ ମୁଖିଆ। ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲି ଉପନିର୍ବାଚନର ବର୍ତ୍ତମାନ ଫଳାଫଳ ଆସି ସାରିଛି | ପିପିଲି ଗଡରେ ବାଜି ମାତ ମାରିଛି ବିଜେଡି | ରୁଦ୍ର ମହାରଥୀ 96,196 ଖଣ୍ଡ ଭୋଟରେ ଜିତିଛନ୍ତି | ସେହିପରି ବିଜେପିର ଆଶ୍ରିତ ପଟ୍ଟନାୟକ 75,589 ଖଣ୍ଡ ଭୋଟ ପାଇଛନ୍ତି | କଂଗ୍ରେସର ଶୋଚନୀୟ ପରାସ୍ତ ହୋଇଛି | କଂଗ୍ରେସ 4228 ଖଣ୍ଡ ଭୋଟ ପାଇଛନ୍ତି |



Visitors Today : 0
Total Visitors : 130169
Total Views : 9891615
Visitors Online Now : 0