ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ଛକ ନିକଟ ତଥା ଟାଙ୍ଗୀ ତହସିଲ ଅଧିନସ୍ଥ ତଳଗଡ କୁହୁଡି ମୈ।ଜା ରେ ଥିବା ସରକାରୀ ଜମିରୁ ମାଙ୍କଡା ପଥର ଖନନ କରି ଚୋରୀ କରୁଥିବା ବେଳେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଛଦ୍ମ ବେଶରେ ସେଠାରେ ପହଞ୍ଚି ଗଲେ । ମାଙ୍କଡା ପଥର କ୍ରୟ କରିବା ବାହାନା କରି ବିଭିନ୍ନ ମୂଲଚାଲ କଲେ , ପରେ-ପରେ ନିଜର ଅସଲି ପରିଚୟ ଦେଇ ଘଟଣା ସ୍ଥଳରୁ ୨ଟି ପାଓ।ର୍ ଟିଲର୍ , ୩ ଟି ବାଇକ୍ ଧରପଗଡ କଲେ , ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ଟାଙ୍ଗୀ ପୋଲିସ । ଆଉ କେତେକ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0