spot_img

ଗଣିଆରେ ପାଳିତ ହୋଇଯାଇଛି ରଷ୍ଟ୍ରୀୟ ଏକତା ଦିବସ

ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ପକ୍ଷରୁ ଜାତୀୟ ଏକତା ଦିବସ ଓ ସ୍ୱଚ୍ଛ ଭାରତ ର ଉଜ୍ଜାପନୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଣିଆ ବ୍ଲକ ଅନ୍ତର୍ଗତ ମା କଳପାଟ ଦେବୀ ପୀଠ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ଏକତା ର ବାର୍ତ୍ତା ପ୍ରେରଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ ଜାତୀୟ ଯୁବ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ । ଏହି କାର‌୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅନ୍ତର‌୍ୟ୍ୟାମୀ ମିଶ୍ର ଯୋଗ ଦେଇ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular