ରାଜକନିକା ବ୍ଲକ ଜାଗୁଳାଇପଡା ଗ୍ରାମ ପଞ୍ଚାୟତ ର ଗଞ୍ଜା ଗ୍ରାମର ନୃସିଂହ ନାଥ ମନ୍ଦିର ସମ୍ମୁଖରେ ଆଜି ରାଜକନିକା ବ୍ଲକ ଅଧଃଖ୍ୟା ସାବିତ୍ରୀ ଦାସ ଙ୍କ ଦ୍ୱାରା ଏକ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ କରାଯାଇଛି। ୩୦ଲକ୍ଷ ଟଙ୍କା ବେୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରାଗଲେ ଗରିବ ଓ ଭୂମିହୀନ ପରିବାରର ପୁଅ ଝିଅ ମାନଙ୍କର ବିବାହ,ବ୍ରତଘର କରାଯିବା ସହିତ ଜନ କଲ୍ୟାଣ ଉଦେଶ୍ୟରେ ଏହାକୁ ଆଳି ବିଧାୟକ ଉତ୍ସର୍ଗ କରିଥିବା ଜଣା ପଡ଼ିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0