ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫ୍ୟାନ ଲିଷ୍ଟ ଖୁବ ଲମ୍ବା | ତେବେ ଏଇ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ସେ ତାଙ୍କ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିଛନ୍ତି | ଯାହାକୁ ନେଇ କିଛି ୟୁଜର୍ସ କହିଛନ୍ତି ସଲମାନ ଖାନ ଠାରୁ ଦୂରରେ ରହିବ ଭଲ | ତେବେ ଫଟୋ ପାଇଁ ସଲମାନ ପୋଜ ଦେଉଥିବା ବେଳେ ଜଣେ ଫ୍ୟାନ ଆସି ଜବରଦସ୍ତି ସେଲ୍ଫି ନେବାକୁ ଉଦ୍ୟମ କରୁଥିଲେ | ବାରମ୍ବାର ମନା କରିବା ପରେ ମଧ୍ୟ ଫ୍ୟାନ ଜଣଙ୍କ ଶୁଣି ନଥିଲେ | ସେତିକିବେଳେ ରାଗିଯାଇ ଉକ୍ତ ଫ୍ୟାନ ଜଣଙ୍କୁ ଏକ ଶକ୍ତ ଚାପୁଡ଼ା ପକେଇଥିଲେ ଆଉ କହିଥିଲେ ଏମିତି ନାଚିବା ବନ୍ଦ କର |



Visitors Today : 2
Total Visitors : 130168
Total Views : 9891613
Visitors Online Now : 0