spot_img

ଦକ୍ଷିଣକାଳୀ ପୀଠରେ କାଳୀ ପୂଜା

ମା ଦକ୍ଷିଣକାଳୀ ପୀଠ ରେ କାଳି ପୂଜା ଶେଷ ପର‌୍ୟ୍ୟାୟରେ । କୋଭିଡ କଟକଣା ମଧ୍ୟରେ ମାଙ୍କର ପୂଜା ରୀତି ନିତି ମାଙ୍କର ପୂଜାନିତୀ ସଂପନ୍ନ ହୋଇଛି କ୍ଷ ଗତବର୍ଷ ଭଳି ମାଙ୍କ ଦର୍ଶନ ପାଇଁ ସମ୍ଫୂର୍ଣ୍ଣ କଟକଣା ଜାରି କରିଛି ପ୍ରଶାସନ, ଗତବର୍ଷ ଭଳି ଚଳିତ ବର୍ଷ ଘରେ ରହି ମାଙ୍କ ସାନିଧ୍ୟ ଲାଭ କରିବାକୁ ଅନୁରୋଧ କରିଛି ଜିଲ୍ଲାପ୍ରଶାସନ । ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା ଦକ୍ଷିଣ କାଳୀ ପୀଠ । ବହୁ ପୁରାତନ କାଳରୁ ଏଠାରେ ପୂଜା ପାଇଅ।ସୁଛନ୍ତି ମା କାଳୀ । ଶ୍ରଦ୍ଧାଳୁ ମାନଙ୍କର ବିଶ୍ଵାସ ଏଠାରେ ମାଙ୍କୁ ପୂଜାଚ୍ଚନା କରାଗଲେ ମନ ସ୍କାମନା ପୂରଣ ହୋଇଥାଏ ।। ପରଂପରାନୁସାରେ ନିସାର୍ଦ୍ଧ ରାତି ପରେ ମାଙ୍କର ମୁଖ୍ୟ ପୂଜକ ରିତୀନିତୀ ଅନୁସାରେ ପୂଜା ଆରମ୍ଭ କରାଯାଏ , ପରଂପରାନୁସାରେ ମାଙ୍କୁ ଛାଗ ବଳି ମାଙ୍କୁ ଅର୍ପଣ କରାଯ।ଇଥାଏ । ଏହି ପୂଜାର୍ଚ୍ଚନା ସକାଳ ଯାଏଁ ଚାଲିବା ପରେ ଭକ୍ତ ମାନେ ମାଙ୍କର ଦର୍ଶନ ପାଇ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ ଭଳି ମହାମାରୀ କୁ ଦୁଷ୍ଟିରେ ରଖି ମାଙ୍କ ଦର୍ଶନ ଉପରେ କଟକଣା ଜାରି କରିଛି ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular