spot_img

ହାଇସ୍କୁଲ ପାଚେରୀରେ କୁଢ କୁଢ ଅଳିଆ

ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର କେସି ନୋଡାଲ ହାଇସ୍କୁଲ ପାଚେରୀ କଡରେ ଗଦା ଗଦା ହୋଇ ପଡ଼ିରହିଛି କୁଡ଼ କୁଡ଼ ଆବର୍ଜନା, ଗଣିଆ ବଜ଼ାର ଉପରେ ରହି ଥିବା ଜଳଖିଆ ଦୋକାନୀ ସହିତ ଫଳ ଦୋକାନୀ, ମାଛ ଦୋକାନୀ, ମାନେ ଅଳିଆ ଆବର୍ଜନା ଗୁଡିକ ହାଇସ୍କୁଲ ପାଚେରୀ ପାଖରେ ପକାଇବା ଯୋଗୁ ପଞ୍ଚି ସଡ଼ି ଦୁର୍ଗଧ ହେବାକୁ ବସିଲାଣି,ଏହି ରାସ୍ତା ଦେଇ ପ୍ରତେକ ଦିନ ଛାତ୍ର ଛାତ୍ରୀ ମାନେ ସ୍କୁଲ ଠାରୁ ଆରମ୍ଭ କରି କଲେଜ କୁ ଯିବାଆସିବା କରିବା ପାଇଁ ବହୁତ ଅସୁବିଧା ହେଉଛନ୍ତି, ଅଳିଆ ଆବର୍ଜନା ପଡି ରହିଥିଲେ ମଧ୍ୟ ସ୍କୁଲ ପ୍ରଧାନ ଶିକ୍ଷକ ନିରବ ହୋଇ କୁଭକର୍ଣ ନିଦ୍ରାରେ ଶୋଇଛନ୍ତି, ସ୍କୁଲ ରେ ଲକ୍ଷ ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରଶାସନ ଙ୍କ ଅଡ଼ୁଆ ଳରେ ରହିଯାଇଛି, ତୁରନ୍ତ ପ୍ରଶାସନ ଅଳିଆ ଗଦା ସଫା କରିବା ସହିତ ଅଳିଆ ପକାଉ ଥିବା ଲୋକ ଉପରେ କାର‌୍ୟ୍ୟନୁଷ୍ଠାନ ନେବାକୁ ଛାତ୍ରଛାତ୍ରୀ ଙ୍କର ଅଭିବାହକ ମାନେ ଜ଼ିଲ୍ଲାପାଳ କୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular