spot_img

ଅଜଣା ଗାଡି ଧକ୍କାରେ ନାବାଳକ ଗୁରୁତର

ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଧୀନ ଜାମୁସାହିଠାରେ ନାବାଳକଙ୍କ ଉପରେ ଚଢ଼ିଗଲା ହାଇୱା ଓ ଘଟଣା ସ୍ଥଳରୁ ଗୁରୁତର ନାବାଳକକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ, ତେବେ ସେଠାରେ ସ୍ୱାସ୍ଥ୍ୟ ରେ ଉନତି ନଆସିବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଓ ଅନ୍ୟପକ୍ଷେ, ହାଇୱା ଡ୍ରାଇଭରକୁ ଗିରଫ କରିବା ସହ ନାବାଳକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଉତ୍ତେଜନା ଲାଗିରହିଛି ଓ ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଫତେଗଡ଼ ଥାନା ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ହାଇୱା ଗାଡିକୁ ଘଟଣା ସ୍ଥଳରୁ ଜବତ କରିଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular