spot_img

ଭାରତୀୟ ଫ୍ୟାନ୍ସ ମୋ ପାଦ ଛୁଅଁନ୍ତି କିନ୍ତୁ ପାକିସ୍ତାନରେ ମତେ ଘୃଣା କରନ୍ତି : ପାକିସ୍ତାନୀ ଗାୟକ

ପାକିସ୍ତାନୀ ସିଙ୍ଗର ଫରାଜ ନିଜ ଦେଶରେ ଗାୟକ ମାନଙ୍କ ସହ ହେଉଥିବା ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି | ଗୀତକୁ ନେଇ ପାକିସ୍ତାନରେ ଅନେକ କଟୁ କଥା ଶୁଣିବାକୁ ପଡେ | କଳାକାର ମାନଙ୍କୁ ଆଜି ବି ପାକିସ୍ତାନରେ ଭଲ ଦୃଷ୍ଟିକୋଣରେ ଦେଖା ଯାଏ ନାହିଁ | ଫରାଜ କହିଛନ୍ତି ଯେ ଭାରତରେ ମୋ ଗୀତ ଆଉ ମତେ ବହୁତ ଭଲପାଆନ୍ତି | ଯେତେବେଳେ ମୁଁ ଭାରତ ଯାଏ ମୋ ଭାରତୀୟ ଫ୍ୟାନ୍ସ ମାନେ ମୋ ପାଦ ଛୁଅନ୍ତି କିନ୍ତୁ ପାକିସ୍ତାନରେ ସେତିକି ଆଦର ମିଳେ ନାହିଁ | ଇସଲାମିକ ଅନୁସାରେ ଗୀତ ଓ କଳାକାର ସମାଜକୁ ନଷ୍ଟ କରନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular