spot_img

ସବୁ ବଙ୍ଗାଳିଙ୍କ ଭିତରେ ଲୁଚିଛନ୍ତି ମା କାଳୀ : ରାନୀ ମୁଖାର୍ଜୀ

ବିଗ ବି ଅମିତାଭ ବଚ୍ଚନଙ୍କ ସୋ କୋନ ବନେଗା କୋରଡ଼ପତିରେ ଆସନ୍ତା ଶୁକ୍ରବାର ଦିନ ନଜର ଆସିବେ ବଣ୍ଟି ଔର ବବଲୀ 2 ର ଷ୍ଟାରକାଷ୍ଟ | ତେବେ ଫିଲ୍ମର ପ୍ରମୋସନ ପାଇଁ ସେଟ ରେ ପହଂଚି ଯାଇଛନ୍ତି ସୈଫ ଅଲ୍ଲୀ ଖାନ , ରାନୀ ମୁଖାର୍ଜୀ , ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରି | ତେବେ ଖେଳ ଭିତରେ ଅମିତାଭ ସୈଫ ଓ ରାନୀଙ୍କୁ ପଚାରିଛନ୍ତି କିଏ ଅଧିକ ରାଗି | ତେବେ ହଠାତ ରାନୀ କହିଛନ୍ତି ମୁଁ ଅଧିକ ରାଗି | ମତେ ବହୁତ ଜଲଦି ରାଗ ଆସେ | ଅମିତାଭ ଏହାର କାରଣ ପଚାରି ଥିଲେ | ଏହାରି ଉତ୍ତରରେ ରାନୀ କିଛି ଏପରି କହିଥିଲେ ଯାହାକୁ ଶୁଣି ସମସ୍ତେ ହସିଥିଲେ | ସେ କହିଥିଲେ ସବୁ ବଙ୍ଗାଳୀଙ୍କ ଭିତରେ ମା କାଳୀ ଲୁଚି ଥାନ୍ତି | ସେଥିପାଇଁ ମୁ ଅଧିକ ରାଗି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular