spot_img

କିଛି ଦଳ କୃଷକଙ୍କୁ ନେଇ ରାଜନୀତି କଲେ : ମୋଦି

ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବୁନ୍ଦେଲଖଣ୍ଡରେ ଉପସ୍ଥିତ ଲୋକଙ୍କୁ ସେ ସମ୍ବୋଧିତ କରିଛନ୍ତି | ସେ କହିଛନ୍ତି ଯେ ବୁନ୍ଦେଲଖଣ୍ଡରେ ଏବେ ବିକାଶର ଧାରା ଅଟକିବ ନାହିଁ | ପାନୀୟ ଜଳର ସମସ୍ୟା ଶୀଘ୍ର ସମାଧାନ ହେବ | ପାନୀୟ ଜଳକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଆଯିବ | ଉତ୍ତରପ୍ରଦେଶରେ ଆଗକୁ ଆସୁଛି ବିଧାନସଭା ନିର୍ବାଚନ | ପ୍ରଧାନମନ୍ତ୍ରୀ ତିନି ଦିନିଆ ଗସ୍ତରେ ଅଛନ୍ତି | ସେ କହିଛନ୍ତି ଯେ କିଛି ଦଳ କୃଷକଙ୍କ ବ୍ୟସ୍ତତାକୁ ଦେଖି ରାଜନୀତି କରିଛନ୍ତି | ସେମାନଙ୍କ ଭାବନାକୁ ନେଇ ହୀନ ରାଜନୀତିର ସମୀକରଣ କରିଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular