spot_img

ଗଁଦିଆ ବ୍ଲକକୁ ସଟଡାଉନ କଲେ ଜିଲ୍ଲାପାଳ

ଢେଙ୍କାନାଳ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହିପ୍ରରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକକୁ ୪ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଗଁଦିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଆସନ୍ତା ୪ତାରିଖରୁ ୭ତାରିଖ ଯାଏଁ ସଟଡାଉନ ଜାରି କରିଛନ୍ତି ଜିଲ୍ଲାପାଳ । ଏହି ସଟଡାଉନ ସମୟରେ ଜରୁରୀ ସେବା ଜାରି ରହିବ । ଯଦି କେହି ନିୟମ ଉଲ୍ଲଘନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular