ଋକ୍ଷାବନ୍ଧନ ଭାଇ ଭଉଣୀର ଭଲପାଇବା ଓ ସ୍ନେହ ଶ୍ରଦ୍ଧା ଭକ୍ତିର ପ୍ରତୀକ । ଭଉଣୀମାନେ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷାର ବଚ୍ଚନ ନେଇଥାନ୍ତି । ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତୃ୍ୟପରେ ଚଳିତ ବର୍ଷ ନିଜ ଭାଇ ହାତରେ ରାକ୍ଷୀ ନ ବାନ୍ଧି ପାରି ଭଉଣୀ ଲେଖିଥିବା ଏକ କବିତା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।
ସେ ଲେଖିଛନ୍ତି ଆଜି ସବୁ ଅଛି କିନ୍ତୁ ତୁ ନାହୁଁ । ଯେତେବେଳେ ତୁ ଆସିଥିଲୁ ଆମ ଜୀବନ ଚମକି ଉଠିଥିଲା । ତୁ ଯିବା ପରେ ମୁଁ କଣ କରିବି ଜାଣିପାରୁନି । କେବେ ଭାବିନଥିଲି ଆଜି ଭଳି ଦିନରେ ତୁ ଆମେ ପାଖେ ନଥିବୁ । ଏବେ ତୋ ବିନା ରହିବା ମୁଁ କେମିତି ଶିଖିବି ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ଭଉଣୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0