ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ନାଁରେ ମୁମ୍ବାଇରେ FIR ରୁଜୁ କରାଯାଇଛି | ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବିଜେପି ନେତା | ସେ ଜାତୀୟ ସଂଗୀତକୁ ଅପମାନ କରିଥିବା ଅଭିଯୋଗ ହୋଇଥିବା ମୁମ୍ବାଇ ପୋଲିସ କମିଶନର ସୂଚନା ଦେଇଛନ୍ତି | ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ମମତା ବାନାର୍ଜୀ | ବିଜେପି ନେତାଙ୍କ ଅଭିଯୋଗ ଅନୁସାରେ ଜାତୀୟ ସଂଗୀତ ଦୁଇ ପଦ ଗାଇବା ପରେ ଦିଦି ଗାଇବା ବନ୍ଦ କରିଦେଇଥିଲେ ଆଉ ବସି ପଡ଼ିଥିଲେ | ପୁଣି ଉଠି ଗାଇଥିଲେ | ଏସବୁ ଅତି ନିନ୍ଦନୀୟ କାର୍ଯ୍ୟ | ଏହା ଜାତୀୟ ସଂଗୀତ ପ୍ରତି ଅପମାନ ସଦୃଶ ବୋଲି କହିଛନ୍ତି ବିରୋଧୀ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0