ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ | କିନ୍ତୁ ରାଜନୈତିକ ଦଳ ମାନେ ନିଜ ନିଜ ଅଭିଯାନ ଆରମ୍ଭ କରି ଦେଇଛନ୍ତି | ସପା ପ୍ରମୁଖ ଅଖିଲେଶ ଯାଦବ ବୁନ୍ଦେଲଖଣ୍ଡ ଗସ୍ତରେ ଅଛନ୍ତି | ସେହିପରି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ପଶ୍ଚିମ ୟୁପି ଗସ୍ତରେ ଅଛନ୍ତି | କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପଶ୍ଚିମ ୟୁପିରେ ରଣହୁଙ୍କାର ଦେବାକୁ ପଛାଇ ନାହାଁନ୍ତି | କୃଷି ଆଇନ ବିଲ କେନ୍ଦ୍ର ସରକାର ପ୍ରତ୍ୟାହାର କରାଇ ଦେଇଛନ୍ତି ଏହା ସବୁଠାରୁ ବଡ ଅସ୍ତ୍ର ହେଉଛି ବିଜେପି ପାଇଁ | କୌଣସି ଉପାୟରେ ନିଜ କ୍ଷମତା ପୁଣି ସାବ୍ୟସ୍ତ କରିବା ପାଇଁ ଯୋଗୀ ସରକାର ପ୍ରସ୍ତୁତ ହେଉଛନ୍ତି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0