ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି | ଉକ୍ତ ଘଟଣାରେ ୧୧ଜଣଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି | ବର୍ତ୍ତମାନ ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ପାଇଁ ଅନ୍ୟ ୩ ଗୁରୁତରଙ୍କୁ ଉଇଲଙ୍ଗଟନ୍ ମିଲିଟାରୀ ହସ୍ପିଟାଲକୁ ନିଆଯାଇଛି । ତେବେ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି | ହେଲିକପ୍ଟର ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିବାବେଳେ ବର୍ତ୍ତମାନ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି | ତେବେ ଏଥିରେ CDS ବିପିନ ରାଓ୍ୱତଙ୍କ ଅବସ୍ଥା ଗୁରୁତର ଅଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0