ପୁଣି ବେଆଇନ ଭାବେ ଗଜପତି ଜିଲ୍ଲାର ଆର.ଉଦୟଗିରି ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାର ଖବର ମିଳିଛି । ଉଲ୍ଲେଖ ଯୋଗ୍ୟ ଯେ ଆର.ଉଦୟଗିରି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମହେନ୍ଦ୍ରଗଡ଼ ପଞ୍ଚାୟତ ସୁଗାଡ଼ ନୂଆସାହି ଗାଁର ୯୧.୮୨୪ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଆନୁମାନିକ ମୂଲ୍ୟ ୧୮ କୋଟି ୩୬ ଲକ୍ଷ ୪୮ ହଜାର ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0