spot_img

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା : କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

ଉଦଳା ୧୫/୬: ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଅଭିଯୁକ୍ତ ଥାନାରେ ହାଜର । ମୃତ ମହିଳାଙ୍କ ନାଁ ଚମ୍ପା ସିଂହ। ଏହିଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୁଣ୍ଟା ଥାନା କରକଚିଆ ନୁଆସାହି ଗ୍ରାମରେ। ଅଭିଯୁକ୍ତ ହେଉଛନ୍ତି ସେହି ଗାଁର ଯୁବକ ବୁଦ୍ଧିରାମ ସିଂହ ।

ବୁଦ୍ଧିରାମଙ୍କ ପୁଅ ମୃତ୍ୟୁ ପଛରେ ଚମ୍ପା ଡାହାଣୀ ସାଜି ହତ୍ୟା କରିଥିବାର ହତ୍ୟାକାରୀ ବୁଦ୍ଧିରାମ ସିଂହ ଥାନାରେ କହିଛି । ଏହା ସହ ବୁଦ୍ଧିରାମ ଚମ୍ପାଙ୍କ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular