କେନ୍ଦ୍ରାପଡ଼ା : ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ପଞ୍ଚାୟତ ଅଧୀନ ଜରିସାହି ଗ୍ରାମରେ ଥିବା କୁମ୍ଭକାର ସମାଜର ଲୋକ ମାନେ ୫ ଦିନ ଧରି ପାଳନ କରି ଆସୁଥିବା କୁରାଲ୍ ପଞ୍ଚମୀ ଆଜି ତାର ଉଦଯାପନୀ ଉତ୍ସବର ସନ୍ଧ୍ୟା। ସେମାନଙ୍କର୍ ପୂର୍ବ ପୁରୁଷମାନେ ଏହି କୂରାଲ ପଞ୍ଚମୀକୁ ନିଜର ଇଷ୍ଟ ଦେବତା ମାନି ପୂଜା ବିଧି ଅନୁଯାୟୀ ପାଳନ କରି ଆସୁଥିଲେ।ସେହି ପରମ୍ପରାକୁ ବଜାୟ ରଖିବା ସହିତ ସେମାନେ ନିଜର ଇଷ୍ଟ ଦେବତା ଶ୍ରୀ ଶ୍ରୀ ରୁଦ୍ରପାଲ୍ ରାମେଶ୍ବର ଠାକୁରଙ୍କୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଗ୍ରାମ ମଧ୍ୟାରେ ପୂଜା ମଣ୍ଡପ ନିର୍ମାଣ କରି ୫ଦିନ ଧରି ପାଳନ କରି ଆସୁଥିଲେ।ସବୁ ଦିନେ ଭଜନ କୀର୍ତ୍ତନ କରିବା ସହିତ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ପ୍ରସାଦ ସେବନ କରି ଥାଆନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0