ଓମିକ୍ରନ ନେଇ ସାରା ଦେଶରେ ଏବେ ଭୟ ବଢିବାରେ ଲାଗିଛି । ଏହା ସହିତ ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ପାରା ଉପରମୁହାଁ ହେଲାଣି । ବେଶୀ ଶିକ୍ଷାନୁଷ୍ଠାନ ଗୁଡିକୁ ଘାରିଛି କରୋନା ଭୟ । ସ୍କୁଲ ଗୁଡିକରେ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡ଼ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାକୁ ନିର୍ଦେଶ ଦେଇଛି



Visitors Today : 3
Total Visitors : 130166
Total Views : 9891611
Visitors Online Now : 0