କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ସବଜେଲରୁ କଏଦୀ । ଫେରାର୍ ଫେରାର କଏଦୀଙ୍କ ନାମ ଟୁକୁନା ମାଳି ବୋଲି ଜଣାଯାଇଛି । ତାଙ୍କ ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ ବୋଲି କୁହାଯାଉଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଟୁକୁନା କାରାଦଣ୍ଡାଦେଶ ପାଇ ଗତ ଦୁଇ ବର୍ଷ ହେବ ବାଲିଗୁଡ଼ା ସବଜେଲରେ ରହୁଥିଲେ। ଜେଲ ର ଗ୍ରିଲ କାଟି ଲୁଚି ପଳାଇଲା କଏଦୀ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0