spot_img

ଜେଲରୁ କଏଦୀ ଫେରାର୍

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ସବଜେଲରୁ କଏଦୀ ।  ଫେରାର୍ ଫେରାର କଏଦୀଙ୍କ ନାମ ଟୁକୁନା ମାଳି ବୋଲି ଜଣାଯାଇଛି । ତାଙ୍କ ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ ବୋଲି କୁହାଯାଉଛି । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଟୁକୁନା କାରାଦଣ୍ଡାଦେଶ ପାଇ ଗତ ଦୁଇ ବର୍ଷ ହେବ ବାଲିଗୁଡ଼ା ସବଜେଲରେ ରହୁଥିଲେ। ଜେଲ ର ଗ୍ରିଲ କାଟି ଲୁଚି ପଳାଇଲା କଏଦୀ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular