ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଭୁବନେଶ୍ୱରରେ ଆଜି ପାଇକଙ୍କ ମେଳି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଶାଳ ଶୋଭାଯାତ୍ରା କରୁଛନ୍ତି ପାଇକ। ଏଥିରେ ୨୦୦ ପାଇକ ଆଖଡ଼ା ଦଳ ଏଥିରେ ସାମିଲ ହୋଇଛନ୍ତି। ସେମାନେ ହାତରେ ବାଡ଼ି, ଖଣ୍ଡା ଧରି ଏକାଠି ହୋଇଛନ୍ତି।ଏହି ବିଶାଳ ଶୋଭାଯାତ୍ରା ଖୋର୍ଦ୍ଧାର ବରୁଣେଇ ପୀଠରୁ ବାହାରି ରାଜଧାନୀ ଭୁବନେଶ୍ୱରକୁ ଆସିଛି। ଏହି ଶୋଭାଯାତ୍ରାରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ବି ଦେଖିବାକୁ ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0