ନରସିଂହପୁର ଥାନା ଅଧିନସ୍ଥ ଥିବା ସାନ୍ତରାପୁର ଗାଁର ଗ୍ରାମବାସୀ ତହସିଲ ଓ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ସନ୍ତରାପୁର ଗ୍ରାମବାସୀ ଙ୍କର କହିବା ମୁତାବକ ପୂର୍ବାପର୍ଶୁରାମ ନାମ ରେ ଏକ ତୋଟା ଥିଲା ଯେଉଁଥିରେ କି ସାନ୍ତରାପୁର ଗ୍ରାମବାସୀ ମାନେ ନିଜ ଅତିଆର ରେ ରଖିଥିଲେ ।ସେପଟେ ଘୋରାଡିଆ ଗ୍ରାମବାସୀ ମଧ୍ୟ ନିଜ ଦଖଲକୁ ନେଇ ଉଭୟଙ୍କ ମଧ୍ୟରେ ବହୁ ବର୍ଷ ହେଲା ବିବାଦ ଦେଖା ଦେଇଥିଲା ।ତେବେ ଖେଳ ପଡିଆ ରେ ପିଚ ଭଙ୍ଗା କୁ ନେଇ ଏହି ବିବାଦ ଦେଖା ଦେଇଛି । ତେବେ ଗତ କାଲି ସେହି ପଡିଆ ଜମିରେ ଗାଁ ପକ୍ଷରୁ କିଛି ପିଲା କ୍ରିକେଟ ଖେଳିବା ପାଇଁ ପଡିଆ ସଜାଡିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘୋଡାଡିଆ ଗ୍ରାମବାସୀ ର କିଛି ଯୁବକ ମାରଣାସ୍ତ୍ର ସହିତ ଅସଭ୍ୟ ଭାଷା ରେ ଗଲିଗୁଲଜ କରି ଥିଲେ । ଏନେଇ ଶତାଧିକ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0