spot_img

ରିଲିଜ୍ ଅପେକ୍ଷାରେ ‘ସଡକ-୨’

ରିଲିଜ୍ ଅପେକ୍ଷାରେ ଫିଲ୍ମ ‘ସଡକ-୨’ । ଅଗଷ୍ଟ ୨୮ରେ ଡିଜନୀ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ଏହି ସିନେମା । ୧୯୯୧ର ଫିଲ୍ମ ସଡକର ଏ ହେଉଛି ସିକ୍ୱେଲ । ‘ବିଶେଷ ଫିଲ୍ମ’ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ମହେଶ ଭଟ୍ଟ । ଏହି ଫିଲ୍ମ ଜରିଆରେ ଦୀର୍ଘ ୨୦ ବର୍ଷ ବିରାମ ପରେ ମହେଶ ଭଟ୍ଟ ପୁଣି ନିର୍ଦେଶନା ଦୁନିଆକୁ ଫେରିଛନ୍ତି । ଫିଲ୍ମରେ ନାୟକ କିପରି ଡିପ୍ରେସନରେ ତାନ୍ତ୍ରିକ ସହ ମିଶି ଜଣେ ଯୁବତୀଙ୍କୁ ହତ୍ୟା କରୁଛି ଏବଂ କିଏ ଏହି ଭଣ୍ଡ ତାନ୍ତ୍ରିକର ପର୍ଦାଫାର୍ସ କରୁଛି ତାହା ହିଁ ଫିଲ୍ମର ମୁଖ୍ୟ କାହାଣୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular