ଅଗଷ୍ଟ ୧୪ରେ ଡିଜନୀ ହଟଷ୍ଟାରରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଖୁଦା ହାପିଜ’ । କାହାଣୀରେ ବିଦେଶରେ ହଜିଯାଇଥିବା ନିଜ ସ୍ତ୍ରୀ କୁ ଖୋଜୁଛି ସ୍ୱାମୀ ଏବଂ ପରିଶେଷରେ ତାର ସ୍ତ୍ରୀକୁ ଖୋଜିବାରେ ସଫଳ ହେଉଛି । ମାତ୍୍ର ଏମିତି କିଛି ସତ୍ୟ ତା ସାମ୍ନାକୁ ଆସୁଛି ଯାହା ତାର ହୃଦୟକୁ ଦୋହଲାଇ ଦେଉଛି । ସମାଜରେ ହେଉଥିବା ହୁମ୍ୟାନ ଟ୍ରାଫିକିଂ କୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ସିନେମାକୁ ମିଳିତ ଭାବେ ନିର୍ଦେଶନା ଦେଇଛନ୍ତି ଫାରୁକ୍ କବିର ଏବଂ ଅନୁ କପୁର । ମୁଖ୍ୟ ଚରିତ୍ର ସମୀର ଚୌଧୁରୀ ଭୂମିକାରେ ବିଦ୍ୟୁତ ଜମାଲ ଅଭିନୟ କରିଥିବା ବେଳେ ତାଙ୍କ ସ୍ତ୍ରୀ ଭୂମିକାରେ ଅଛନ୍ତ ଶିବଲେଙ୍କା ଓବରଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0