ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ । ଆଜି ଓ ଆସନ୍ତାକାଲି ଦୁଇ ଦିନ ସଟଡାଉନ୍ ଘୋଷଣା କରିଛନ୍ତି ସୁନ୍ଦରଗଡ ସଦର ଉପଜିଲ୍ଲାପାଳ । ସଟଡାଉନ୍ ବେଳେ କେବଳ ଜରୁରୀ ସେବା ଜାରି ରହିବ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନିଆଯାଇଥିବାର ସୂଚନା ମିଳିଛି ।

Visitors Today : 0
Total Visitors : 130429
Total Views : 9891960
Visitors Online Now : 0