spot_img

ରାଜ୍ଜସ ଆଦାୟ ପାଇଁ ଦିଲ୍ଲୀ ସରକାରଙ୍କ ଏକ ବଡ ନିଷ୍ପତ୍ତି

ସରକାର ଏବେ ମଦ ବ୍ୟବସାୟଙ୍କୁ ୧ଘଣ୍ଟା ଅଧିକ ସମୟ ଯାଏ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ଦିଲ୍ଲୀରେ ରାତି ୧୦ଟା ଯାଏଁ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ପୁର୍ବରୁ ସକାଳ ୧୦ଟାରୁ ରାତି ୯ଟା ଯାଏଁ ଅନୁମତି ଦେଇଥିଲେ ।
ସୁଚନାଅନୁଯାୟୀ ଅବକାରୀ ବିଭାଗ ତରଫରୁ ଗୁରୁବାର ଦିନ ନିଦେ୍ର୍ଦଶନାମା ଅନୁସାରେ ଦେଶର ରାଜଧାନୀରେ ଏବେ ମଦର ଦୋକାନ ସକାଳ ୧୦ଟାରୁ ରାତି ୧୦ଟା ଯାଏଁ ଖୋଲିବ । ଏଥିସହ ନିଦେ୍ର୍ଦଶରେ କୁହାଯାଇଛି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ରାଜ୍ୟ କାର୍ଯ୍ୟକାରୀ ସମ୍ମତିର ଅଧକ୍ଷଙ୍କ ଦ୍ୱାରା ଜାରି ନିଦେ୍ର୍ଦଶକୁ ପାଳନ କରି ଦିଲ୍ଲୀ ସରକାର ସକାଳ ୧୦ଟାରୁ ରାତି ୯ ବଦଳେ
ସକାଳ ୧୦ଟାରୁ ରାତି ୧୦ଟା ଯାଏଁ ଖୋଲିବାକୁ ଅନୁମତି ଦେଇଛି । ଏହିସ୍ଥିତି ତକ୍ରାଳ ପ୍ରଭାବ ଠାରୁ ଆସନ୍ତା ନିଦେ୍ର୍ଦଶ ପର୍ଯ୍ୟନ୍ତ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular