ଭୁବନେଶ୍ୱର: ଚଳିତବର୍ଷ କୋଭିଡ଼ ନିୟମ ମାନି ପାଳିତ ହେବ ସ୍ୱାଧିନତା ଦିବସ । ଏଥିପାଇଁ ଗୃହବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥର କୌଣସି ପ୍ରକାରର ପରେଡ଼ କିମ୍ବା ମାର୍ଚପାଷ୍ଟ ହେବ ନାହିଁ । ଏହି କାର୍ଯ୍ୟ କ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସଂପୂଣ୍ଣ ବାରଣ କରାଯାଇଛି । ଉତ୍ସବରେ ସୀମିତ ସଂଖ୍ୟକ ୫୦ ରୁ ୭୦ ଅତିଥିଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଏମାନଙ୍କ ମଧ୍ୟରେ ରହିବେ ୧୫ରୁ ୨୦ କୋଭିଡ଼ ଯୋଦ୍ଧା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0