ନବରଙ୍ଗପୁରରେ: ନବରଙ୍ଗପୁରରେ କରୋନା କଟକଣା କୋହଳ ହେବା ପରେ ମାତିଛନ୍ତି ବଜ୍ରକାପ୍ତା ଚୋରା ବ୍ୟବସାୟୀ । ଉମରକୋଟ୍ ବନବିଭାଗ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଉମରକୋଟ୍ ବନବିଭାଗର ଗୋଟିଏ ଟିମ୍ ପନାରଚୁଆ ଗ୍ରାମର ଘାସିଆ ତନ୍ତୀଙ୍କ ଘରେ ଚଢଉ କରିଥିଲା । ଏହି ଚଢଉ ସମୟରେ ତାଙ୍କ ପାଇଖାନା ଘରେ ଲୁଚାଇ ରଖିଥିବା ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ବନବିଭାଗ ।କରୋନା କଟକଣା କୋହଳ ହେବା ପରେ ମାତିଛନ୍ତି ବଜ୍ରକାପ୍ତା ଚୋରା ବ୍ୟବସାୟୀ । ଉମରକୋଟ୍ ବନବିଭାଗ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଉମରକୋଟ୍ ବନବିଭାଗର ଗୋଟିଏ ଟିମ୍ ପନାରଚୁଆ ଗ୍ରାମର ଘାସିଆ ତନ୍ତୀଙ୍କ ଘରେ ଚଢଉ କରିଥିଲା । ଏହି ଚଢଉ ସମୟରେ ତାଙ୍କ ପାଇଖାନା ଘରେ ଲୁଚାଇ ରଖିଥିବା ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା ବନବିଭାଗ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0