spot_img

ଟିକ୍-ଟକ ପୁର୍ନବାର ହୋଇପାରେ ଆରମ୍ଭ..

ଭାରତରୁ ଟିକ୍-ଟକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ପୁଣି ଥରେ ଟିକ୍-ଟକର ବ୍ୟବହାର ପୁନର୍ବାର ଆରମ୍ଭ ହୋଇପାରେ ବୋଲି ଜଣା ପଡ଼ିଛି। ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଟିକ୍-ଟକରେ ନିବେଶ କରିବାକୁ ଆଲୋଚନା କରୁଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular