spot_img

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ସାମ୍ବାଦିକ ସମ୍ମିଳନୀ ରେ ଆଦିତ୍ୟ ମୃତ୍ୟୁ  ମାମଲା ସିବିଆଇ ତଦନ୍ତ ଦାବି କଲେ ‘ପିପୁଲ ଫର ସେବା’ର ସଦସ୍ୟ । କ୍ରାଇମବ୍ରାଞ୍ଚର ମନ୍ଥର ତଦନ୍ତ ଉପରେ ଭରସା ନଥିବା ସେମାନେ କହିଛନ୍ତି । ଏହି କେସରେ ଜଡ଼ିତ ସମସ୍ତ ଲୋକମାନଙ୍କର ଗତ ୬ ମାସର କଲ ରେକର୍ଡ଼ ଯାଞ୍ଚକରିବାକୁ ଦାବି କରିଛନ୍ତି ‘ପିପୁଲ ଫର ସେବା’ର ସଦସ୍ୟ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular