ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡ଼ାଉନ୍ କଟକଣା ଲାଗୁ ହୋଇଛି। କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଧରି କଟକଣା କାର୍ୟ୍ୟକାରୀ କରାଯାଉଛି । ଚଳିତ ମାସର ଏହା ହେଉଛି ତୃତୀୟ ସପ୍ତାହ । ରାସ୍ତାଘାଟ ଖାଁ ଖାଁ ଥିବା ବେଳେ କେବଳ ଜରୁରୀ କାମ ଥିଲେ ଲୋକେ ଘରୁ ବାହାରୁଥିବା ଜଣାଯାଇଛି। ରାଜଧାନୀ ଭୁବନେଶ୍ବରରେ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି। ତେଣୁ ଆଜି ଓ ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲା ବନ୍ଦ ରହିବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0