spot_img

ରାଜନୀତିରେ ଇଚ୍ଚା ନାହିଁ ।ଏପରି ଜବାବ ରଖିଲେ କଙ୍ଗନା ..

ସବୁବେଳେ ବିବାଦରେ ରହୁଥିବା ବଲିଉଡ ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଫ୍ୱାତ ପୁଣିଥରେ ଖବରର ଶିରୋନାମା ପାଲିଟିଛନ୍ତି । ସବୁ ପ୍ରସଙ୍ଗରେ ସେ ଚର୍ଚ୍ଚାରେ ରହିଥାନ୍ତି । ଏକ ସାକ୍ଷାତକାର ସେ କହିଛନ୍ତି ବିଜେପି ତାଙ୍କୁ ଟିକେଟ ଯାଚିଥିଲା । ତାଙ୍କ ଜେଜେବାପା ପ୍ରାୟ ୧୫ବର୍ଷ ଧରି ସେ କଂଗ୍ରେସରେ ବିଧାୟକ ରହିଆସିଥିଲେ । କିନ୍ତୁ ସେ ରାଜନୀତିରେ ରୁଚି ରଖନ୍ତି ନାହିଁ । ସେ ନିଜ କାମରେ ଫୋକସ ରଖିବା ସହ ସ୍ୱାଧୀନ ଚିନ୍ତାଧାରାରେ ବିଶ୍ୱାସ କରନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular