spot_img

ପଦ୍ମ ଧରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଶେହଜାଦ ଅଲ୍ଲୀ..

କିଛିଦିନପୁର୍ବେ ସାହିନାବାଗରେ ବିଜେପି ସାଂସଦକୁ ବିରୋଧ କରୁଥିବା ତଥା ସରକାରଙ୍କ ବିରୋଧିରେ ସ୍ୱର ୁଉତ୍ତୋଳନ କରୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ଶେହଜାଦ ଅଲ୍ଲୀ ବିଜେପିରେ ଯୋଗ ଦେଇଛନ୍ତି ।ସେ ଦୀର୍ଘଦିନ ଧରି ମୁସଲମାନଙ୍କ ଅଧିକାର ପାଇଁ କାମ କରୁଥିଲେ । ଏଥିସହ ବିଜେପି ଓ ଆରଏସ୍ସକୁ ବିରୋଧ ମଧ୍ୟ କରିଆସୁଥିଲେ । ଏବେ ପଦ୍ମ ଧରିବା ପରେ ସେ କହିଛନ୍ତି ମୁଁ ବିଜେପିରେ ସାମିଲ ହୋଇଛି । ଯଦ୍ୱାରା ନିଜ ସମୁଦାୟର ସେହି ଲୋକଙ୍କୁ ଭୁଲ ସାବସ୍ତ୍ୟ କରିବି । ଆମ ସମୁଦାୟର କିଛି ଲୋକ ବିଜେପିକୁ ବିରୋଧ କରୁଛନ୍ତି ତାହା ମୁଁ ଏବେ ଭୁଲ ସାବସ୍ତ୍ୟ କରିବି । ଯେଉଁମାନେ ପାର୍ଟିକୁ ଭୁଲ ବୋଲି ଭାବନ୍ତି ସେହିମାନଙ୍କ ସହ ଏକାଠି ବସି ଆଲୋଚନା କରିବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular