spot_img

ବଜାରକୁ ଆସିଲା ନୁଆ ମହିନ୍ଦ୍ରା ଥର..ନୁଆ ଫିଚର ସହ ରହିଛି ଆର୍କଷଣୀୟ ଡିଜାଇନ..

ମହିନ୍ଦ୍ରାର ନୁଆ କାର ମହିନ୍ଦ୍ରା ଥର ଉପରୁ ପରାଦ ଉଠାଯାଇଛି । ଏହି ପପୁଲାର ଅଫରୋଡକୁ ନୁଆ ଡିଜାଇନ ମଡର୍ଣ୍ଣ ଇଣ୍ଟରିୟର ଓ ବିଏସି -୬ ଇଂଜିନ ସହ ଲଂଚ କରାଯାଇଛି । ନୁଆ ମହିନ୍ଦ୍ରା ଥରର୍ ବିଏସି-୬ କମ୍ଲାଏଣ୍ଟ୨.୨ ଲିଟର ଏମ.ଏଚ.୨କେ ଡିଜେଲ ରହିଛି । ସେହିପରି ୨.୦ ଲିଟରର ଟିଜିଡିଆଇ ପେଟ୍ରୋଲ ଇଂଜନ ଦିଆଯାଇଛି । ଏଥିରେ ୬ ସ୍ପୀଡି ଗିଅର ବକ୍ସବ ମଧ୍ୟ ଦିଆଯାଇଛି । ନୁଆ ଥରକୁ ଭାରତରେ ହିଁ ଡିଜାଇନ କରାଯାଇଛି । ଏହାକୁ ମହିନ୍ଦ୍ରାର ନାସିକ ପ୍ଲାଣ୍ଟରେ ତିଆରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular